ସ୍ତନ କର୍କଟ ଚିହ୍ନଟ କରିବା ପାଇଁ ଆସିଲା ଜେନେଟିକ୍ ମଡେଲ୍
1 min readଭାରତରେ କର୍କଟ ରୋଗ ବହୁ ପରିମାଣରେ ବଢ଼ିବାରେ ଲାଗିଛି | କର୍କଟ ରୋଗ ଭିନ୍ନ ଭିନ୍ନ ପ୍ରକାର ଅଛି | ତେବେ ମହିଳାଙ୍କ ନିକଟରେ ସ୍ତନ କର୍କଟ ବେଶ ଦେଖିବାକୁ ମିଳେ | ଘରେ ଘରେ କାହାର ଜଣଙ୍କର ହୋଇଥାଉ ନାହୁଁ କାହିଁକି ସ୍ତନ କର୍କଟ ରୋଗ ହୋଇଥାଏ | ଏହାକୁ ସାଧାରଣ ଭାବେ ଫଂଚିହାତ କରଯାଇ[ପାରିନଥାଏ | ଏହି ଜୀବାଣୁ ବୃଦ୍ଧି ଅପିବା ଅପ୍ରେ ଜଣାପଡ଼ିଥାଏ | ତେଣୁ ବହୁ ମହିଳା ନିଜ ପ୍ରାଣ ହରାଇଥାନ୍ତି | ତେବେ ଏକ ଅନୁସନ୍ଧାନରେ ଏହି ସ୍ତନ କର୍କଟ ରୋଗ ଚିହ୍ନଟ କରିବା ପାଇଁ ଜେନେଟିକ ମଡେଲର ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି |
ତେବେଆମେରିକୀୟ ବୈଜ୍ଞାନିକମାନେ କର୍କଟ ରୋଗ ପାଇଁ ଏକ ନୂତନ ଅନୁସନ୍ଧାନ କରିଛନ୍ତି | ସେ ଏକ ମଡେଲ ପ୍ରସ୍ତୁତ କରିଛି | ଯେଉଁଥିରେ ଏହା କାହିଁକି କେଉଁଠି ବିସ୍ତାର ହେଉଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିପାରିବ | ଆମେରିକାର ମିଚିଗାନ୍ ଷ୍ଟେଟ୍ ୟୁନିଭରସିଟିର ପ୍ରଫେସର ଏରାନ୍ ଆଣ୍ଡ୍ରେକ୍ E2F5 ଜିନ୍ ଏବଂ ସ୍ତନ କର୍କଟ ରୋଗର ବିକାଶରେ ଏହାର ଭୂମିକା ଉପରେ ଗବେଷଣା କରୁଛନ୍ତି।
ସ୍ତନ କର୍କଟ ପ୍ରାୟତଃ ହାଡ କିମ୍ବା ଯକୃତରେ ବ୍ୟାପିଥାଏ | ସ୍ତନ କର୍କଟ ବିକାଶ ଏବଂ ପ୍ରଗତିରେ ଜଡିତ ଯାନ୍ତ୍ରିକ କୌଶଳ ଅନୁସନ୍ଧାନ କରିବା ପରେ ଆଣ୍ଡ୍ରେକ୍ ଙ୍କ ଲାବ୍ରୋଟାରୀରେ ଜେନେଟିକ ମଡେଲ ଜଗୁଡିକ ସହିତ ବାୟୋ ଇନଫାର୍ମା ଟିକ୍ସ ବ୍ୟବହାର କରିବ | ଏହାର ଅନୁସନ୍ଧାନ ସ୍ତନ କର୍କଟ ର ବିକାଶକୁ ନବୁଝିବା ଉପରେ ଧ୍ୟାନ ଦେବ |