Pratidin TV

Odisha's Digital News Platform

ଚାଲିଛି ବିବାହ ସିଜିନ୍ : କିଣିବା ପୂର୍ବରୁ ଜାଣିନିୟନ୍ତୁ କେତେ ରହିଛି ସୁନା ଦର ..

1 min read

ଆରମ୍ଭ ହୋଇଯାଛି ବିବାହ ସିଜିନ୍ । ଯାହା ପାଇଁ ବର୍ତ୍ତମାନ ସୁନା ଦୋକାନଗୁଡିକରେ ଦେଖାଦେଇଛି ଗ୍ରାହକଙ୍କ ଜୋରଦାର୍ ଭିଡ । ଆପଣମାନେ ସୁନା କିଣୁଛନ୍ତି ସତ କିନ୍ତୁ ଜାଣିଛନ୍ତି କି କଣ ରହିଛି ବର୍ତ୍ତମାନର ମୂଲ୍ୟ ? ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।

ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬ ହଜାର ୨୦୦ ଟଙ୍କା ରହିଛି ।
ସେହିଭଳି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ -୫୩ ହଜାର ୯୦୦ ଟଙ୍କା ରହିଛି ।
୨୦ କ୍ୟାରେଟ୍ – ୪୯ ହଜାର
୧୮ କ୍ୟାରେଟ୍ – ୪୪ହଜାର ୩୦୦
୧୪ କ୍ୟାରେଟ୍ -୩୪ହଜାର ୮୦୦

ତେବେ ସିଲଭର ସିଟି କଟକ ସହରରେ ମଧ୍ୟ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଚି । ସୁନା ଗ୍ରାମ ପିଛା -୫ହଜାର ୮୨୫ (ଜିଏସଟି ୯୯୫) ରହିଥିବା ବେଳେ , ୫ହଜାର ୬୫୦ (କ୍ୟାସ ୯୯୫) ରହିଛି । ସେହିଭଳି ଶୁଦ୍ଧ ରୂପା କିଲୋ ପିଛା ୬୭,୯୦୦ ଟଙ୍କାରେ କାରବାର ହେଉଛି।

Leave a Reply

Your email address will not be published. Required fields are marked *