Pratidin TV

Odisha's Digital News Platform

ସୁନା କିଣିବା ଆଗରୁ ଜାଣି ରଖନ୍ତୁ ଜାନୁଆରୀ 2ରେ କେତେ ରହିଛି ଏହାର ମୂଲ୍ୟ ..

1 min read

ଭାରତର ବିଭିନ୍ନ ସହରରେ ସୁନା ଦର ହ୍ରାସ ପାଇଲା ।10 ଗ୍ରାମର ହାରାହାରି ମୂଲ୍ୟ ପ୍ରାୟ 63,000 ଟଙ୍କା ରହିଛି । ବିଶେଷ ଭାବରେ 10 ଗ୍ରାମ 24 କ୍ୟାରେଟ୍ ସୁନା ହାରାହାରି ମୂଲ୍ୟ 64,090 ଟଙ୍କା ଥିବାବେଳେ ସମାନ ପରିମାଣର 22 କ୍ୟାରେଟ୍ ସୁନା 58,750 ଟଙ୍କା ରହିଛି । ତା ବ୍ୟତୀତ ରୂପା ମୂଲ୍ୟ ବଢିଚାଲିଛି ।​​ଆଜି ରୂପା କିଲୋଗ୍ରାମ ପିଛା 78,900 ଟଙ୍କାରେ ପହଞ୍ଚିଛି । ଦେଶର ପ୍ରମୁଖ ସହରରେ ମଧ୍ୟ ସୁନା ଦର ଅପରିବର୍ତ୍ତିତ ରହିଛି ।ମୁମ୍ବାଇରେ ବର୍ତ୍ତମାନର 10 ଗ୍ରାମ 22 କ୍ୟାରେଟ୍ ସୁନା ମୂଲ୍ୟ 58,750 ଟଙ୍କା ଏବଂ ସମାନ ପରିମାଣର 24 କ୍ୟାରେଟ ସୁନା ମୂଲ୍ୟ 64,090 ଟଙ୍କା ରହିଛି।

ଦିଲ୍ଲୀରେ ଲୋକଙ୍କୁ 10 ଗ୍ରାମ 22 କ୍ୟାରେଟ୍ ସୁନା ପାଇଁ 58,900 ଟଙ୍କା ଏବଂ ସମାନ ପରିମାଣର 24 କ୍ୟାରେଟ୍ ସୁନା ପାଇଁ 64,240 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଚେନ୍ନାଇରେ 10 ଗ୍ରାମ 22 କ୍ୟାରେଟ୍ ସୁନା ମୂଲ୍ୟ 59,200 ଟଙ୍କା ଏବଂ ସମାନ ପରିମାଣର 24 କ୍ୟାରେଟ୍ ସୁନା ପାଇଁ ଏହା 64,580 ଟଙ୍କା । ବେଙ୍ଗାଲୁରୁ ରେ 10 ଗ୍ରାମ 22 କ୍ୟାରେଟ ସୁନା ମୂଲ୍ୟ 58,750 ଥିବା ବେଳେ 24 କ୍ୟାରେଟ ସୁନା ଦାମ 64,090 ଟଙ୍କା ରହିଛି । ସେହିପରି ଓଡିଶାରେ ମଧ୍ୟ ସୁନା ଦର ରେ ପରିବର୍ତ୍ତନ ହୋଇଛି କିଣିବାକୁ ଚାହୁଁଛନ୍ତି ଯଦି ଆଜି ଦ୍ୱାରା ରହିଛି ରାଜଧାନୀ ଭୁବନେଶ୍ୱରରେ 10ଗ୍ରାମ ସୁନା ମୂଲ୍ୟ 22 କ୍ୟାରେଟ ର 58,750 ଓ 24 କ୍ୟାରେଟରେ 64, 090 ଟଙ୍କା ରହିଛି ।

Advertisement

Leave a Reply

Your email address will not be published. Required fields are marked *