ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଦ୍ୱାରା କଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା…
1 min readଭଲ ନିଦ୍ରା ଶରୀରକୁ ଶକ୍ତି ଯୋଗାଏ । ଯାହା ଫଳରେ ମନ ପ୍ରସନ୍ନ ରୁହେ । ଭଲ ନିଦ ହେଲେ ଦିନ ସାରା ମଣିଷ ଫୁର୍ତି ରୁହେ ଆଉ ଯେତେ କାମ କଲେ ସୁଦ୍ଧା ଥକାପଣ ଲାଗିଣଠା କି ବିରକ୍ତି ଲାଗେନାହିଁ । ଆଉ ନିଦ ଯଦି ପୁରା ନ ହୁଅ ତେବେ ତେବେ ଦିନ ବି ଭଲ ରେ କାଟି ନ ଥାଏ । ତେବେ ଶୋଇବାର ଦିଗ ଉପରେ ବି ଭଲ ନିଦ୍ରା ଉପରେ ନିର୍ଭର କରେ। ବାସ୍ତୁ ଅନୁସାରେକେଉଁ ଦିଗ ସେ ମୁଣ୍ଡ ରଖି ଶୋଇଲେ ଶୁଭ ଖବର ମିଳେ ଆପଣ ଜାଣିଛନ୍ତି କି । ଆଜି ଆମେ ଆପଣଙ୍କୁ ଏ ନେଇ ଜଣାଇବୁ । ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଭଲ। ଏହା ପଛରେ ଏକ କାରଣ ରହିଛି ଆସନ୍ତୁ ଜାଣିବା
- ଦକ୍ଷିଣ ତଥା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଧନ ଓ ସୁଖ ପ୍ରାପ୍ତି ହୋଇଥାଏ।
- ଏହା ଜୀବନରେ ସୁଖ ଓ ଖୁସି ଆଣିବାରେ ସାହାଯ୍ୟ କରେ।
- ଏହା ଦ୍ବାରା ଆମ ଚାରିପାଶ୍ୱରେ ଥିବା ସକାରାତ୍ମକ ଶକ୍ତି ସଞ୍ଚାର ହୁଏ।
- ତା ଛଡା ପୂର୍ବ ଦିଗକୁ ମଧ୍ୟ ମୁଣ୍ଡକରି ଶୋଇବାକୁ ଶୁଭ ବୋଲି କୁହାଯାଏ।
- ବାସ୍ତୁ ଅନୁସାରେ, ଛାତ୍ରଛାତ୍ରୀ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସେମାନଙ୍କର ଧ୍ୟାନ, ସ୍ମୃତି ଏବଂ ମାନସିକ ସ୍ପଷ୍ଟତାରେ ସୁଧାର ଆସେ।