Pratidin TV

Odisha's Digital News Platform

ଘାରିଲା ପାଠର ନିଶା , ୮୨ ବର୍ଷରେ କଲେ ମାଷ୍ଟର ଡିଗ୍ରୀ ପାସ୍

1 min read

ପାଠ ପଠା ନିଶା ଆଗରେ ହାର ମାନିଲା ବୟସ । ୮୨ବର୍ଷ ବୟସରେ ଚଏ କଲେ ଗୋପିନାଥ ବିଶ୍ବାଳ । ଆଉ ଧୁଡୁ ଧୁଡୁ ଚମ ଧରା ଦେହରେ ଆଜିବି ବଳ ଗୋଟାଇ ପାଟ ପଢି ମାଷ୍ଟରଡିଗ୍ରୀ ହାସଲ କରିଛନ୍ତି ୮୨ ବର୍ଷିୟ ଗୋପିନାଥ । ପ୍ରତିବଦ୍ଧକ ସାଜି ପାରିନି ବୟସ , ଆଉ ଏକଥାକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷ ବୟସ୍କ ଗୋପୀନାଥ ବିଶ୍ବାଳ।. ବୟସର ଅପରାହ୍ନରେ ମଧ୍ୟ ସେ ପାଠ ପଢି ସମସ୍ତଙ୍କ ପାଇଁ ଉଧାରଣ ପାଲଟିଛନ୍ତି । ଯେଉଁଠି ଯୁବ ପିଢୀ ମୋବାଇଲ ପଛରେ ପାଗଳା ହେଉଛି ସେଠି ୮୨ ବର୍ଷରେ ଏଭଳି ଡିଗ୍ରୀ ହାସଲ କରି ଯୁବ ପିଢୀଙ୍କ ଗାଲରେ ଶକ୍ତ ଚାପୁଡା ଦେଇଛନ୍ତି ଗୋପିନାଥ । ଯଦି ମଣିଷର ପଢିବାର ଇଛାଶକ୍ତି ଥିବା ତେବେ ସେ ନିଶ୍ଚୟ ଦିନେ ନିଜକୁ ପ୍ରମାଣ କରି ଦେଖାଇପାରିବ ତେଣିକି ରାସ୍ତାରେ ଯେତେବେ ବାଧ ବିଘ୍ନ ଆସୁନାକହାିଁକି ।

Advertisement

Leave a Reply

Your email address will not be published. Required fields are marked *