Pratidin TV

Odisha's Digital News Platform

ସରକାରଙ୍କ ନୂଆ ଯୋଜନା : ପ୍ରତି ମହିଳା ପାଇବେ ମାସକୁ ୨୧୦୦ଟଙ୍କା..

1 min read

ଆସୁଛି ଦୀପାବଳି । ଏହାକୁ ଆଖି ଆଗରେ ରଖି ସରକାର ମହିଳାଙ୍କ ମାନଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା । ବର୍ଷକୁ ନୁହେଁ ଏବେ ମାସକୁ ମାସ ମହିଳା ପାଇବେ  ୨୧୦୦ଟଙ୍କା ପାଇବେ । ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ଏହି ଟଙ୍କା ମିଳିବ। ଆଉ ସବୁ ହିତାଧିକାରୀ ଏଥରୁ ଲାଭ ଉଠାଇପାରିବେ। ଏହି ଯୋଜନାରେ ଲାଭ ପାଇବା ପାଇଁ ମହିଳାଙ୍କୁ କେତେକ ଆବଶ୍ୟକ ଡକ୍ୟୁମେଣ୍ଟ ସମେତ କେତେକ ସର୍ତ୍ତକୁ ପାଳନ କରିବାକୁ ହେବ ।

ଲାଡୋ ଲକ୍ଷ୍ମୀ ଯୋଜନାରେ ଆବେଦନ କରିବାକୁ ହେଲେ ଜଣେ ମହିଳାଙ୍କ ବୟସ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ। ବ୍ୟାଙ୍କ ଆକାଉଣ୍ଟ, ପରିଚୟ ପତ୍ର, ଆଧାରକାର୍ଡ, ଇ-ମେଲ ଆଇଡି ଭଳି ଜରୁରୀ ପ୍ରମାଣପତ୍ରକୁ ଆବେଦନବେଳେ ପ୍ରସ୍ତୁତ ରଖିବେ। ଲାଡୋ ଲକ୍ଷ୍ମୀ ଯୋଜନା ଓ୍ବେବସାଇଟ୍‌କୁ ଯାଇ ଏଥିରେ ଆବେଦନ କରିପାରିବେ। ଯୋଗ୍ୟ ହିତାଧୀକାରୀଙ୍କୁ ଏହା ମାଧ୍ୟମରେ ପ୍ରତିମାସକୁ ଆର୍ଥିକ ସହାୟତା ମିଳିବ।  ତେବେ ଏହି ଯୋଜନା କେବଳ ହରିୟାଣାର ମହିଳାଙ୍କ ପାଇଁ  ଆରମ୍ଭ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *