Pratidin TV

Odisha's Digital News Platform

ଭୁବନେଶ୍ୱରରେ ଲଞ୍ଚ ହେଲା H-xpert ଆପ୍ ; ଏହି ୪ ଟି ସହରରେ ଯୋଗାଇବ ସେବା , ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ..

1 min read

ଭୁବନେଶ୍ୱର : ରାଜଧାନୀରେ ଲଞ୍ଚ ହେଲା H-xpert ଆପ୍ । ମୋବାଇଲର ଗୋଟିଏ କ୍ଲିକରେ ଘରେ ପହଁଚିବ ସେବା । ଘରେ ବସନ୍ତୁ, Hxpert ଆପ ଜରିଆରେ ନିଅନ୍ତୁ ଏସବୁ ସୁବିଧା। ଆପଣଙ୍କ ଘରେ ହୋମ କ୍ଲିନର,ଇଲେଟ୍ରିସିଆନ, ଏସି ଟେକନିସିଆନ,ଡୋର ସ୍ଟେପ କାର ୱାସ ଆଦି ବିଭିନ୍ନ ସାମଗ୍ରୀ ସବୁ ଘରେ ବସି ମୋବାଇଲର ଗୋଟିର କଲରେ ୪୫ ମିନିଟ ଭିତରେ ଆପଣଙ୍କ ଘରେ ପହଁଚିବେ ଟେକନିସିଆନ ।

‘H-xpert ହୋମ ସର୍ଭିସ’ ଓଡିଶା ରେ ପ୍ରଥମ କରି ଏହି ଆପ ଆରମ୍ବ ହୋଇଛି । ବର୍ତମାନ ଓଡିଶାର ୪ ଟି ପ୍ରମୁଖସହର ଯଥା କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁରରେ ଏହି ସେବା ଆରମ୍ଭ ହୋଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ସହରରେ ଏହି ସେବା ଉପଲବ୍ଧ ହେବ । ଏହି ଆପ ସମ୍ପର୍କରେ ଭୁବନେଶ୍ୱର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇ କହିଛନ୍ତି ଏହି କମ୍ପାନୀର ସିଇଓ ଦିବ୍ୟଜ୍ୟୋତି ମହାନ୍ତି ।

ବର୍ତ୍ତମାନ ଏହି ସେବା ୪ ଟି ସହରରେ ଲୋକମାନେ ଏହି ଆପର ବହୁଳ ବ୍ୟବହାର ଆରମ୍ବ କରି ଥିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *