Pratidin TV

Odisha's Digital News Platform

ସାହିତ୍ୟରେ ହାନ୍ କାଙ୍ଗଙ୍କୁ ମିଳିବ ନୋବେଲ..

1 min read

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ହାନ୍ କାଙ୍ଗ୍ ଚଳିତ ବର୍ଷୟର ନୋବେଲ ବିଜେତା ହୋଇଛନ୍ତି। ହାନ କାଙ୍ଗ ଦକ୍ଷିଣ କୋରିଆର ନାଗରିକ। ତାଙ୍କୁ ଚଳିତ ବର୍ଷର ସମ୍ମାନସ୍ପଦ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।

ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି।

Advertisement

Leave a Reply

Your email address will not be published. Required fields are marked *