Pratidin TV

Odisha's Digital News Platform

ମୋଦୀଙ୍କୁ ଭେଟି ମନକଥା କହିବାକୁ ଗୁରୁଣ୍ଡି ଗୁରୁଣ୍ଡି ଗଞ୍ଜାମରୁ ଆସିଛନ୍ତି ଦୁଃଶାସନ ।

ଆଜି ଓଡିଶା ଗସ୍ତରେ ମୋଦୀ । ନିଜ ଜନ୍ମଦିନରେ ଓଡିଶାରେ ପହଞ୍ଚି ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାସିନ୍ଦା ଦିବ୍ୟାଙ୍ଗ ଦୁଃଶାସନ ବେହେରା । ଆଜି ସେ ଏତେ ବାଟରୁ ମୋଦୀଙ୍କୁ ଭେଟି ନିଜ ମନକଥା କହିବାକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛନ୍ତି ।

Leave a Reply

Your email address will not be published. Required fields are marked *