Pratidin TV

Odisha's Digital News Platform

୭୯ ଛୁଇଁଲେ ନବୀନ , ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନର ନିଆରା ଶୁଭେଚ୍ଛା…

1 min read

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପାଦ ଦେଇଛନ୍ତି । ଏନେ ଗତକାଲିଠାରୁ ନବୀନଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଜନସେବାର ସଂକଳ୍ପ ଦିବସ ଭାବେ ଆଜି ପାଳନ କରିଛି ପୁରା ବିଜୁ ଜନତା ଦଳ । ଆଉ ଏହାରି ଭିତରେ ସାରା ରାଜ୍ୟରେ ଆୟୋଜନ ହେଉଛି ରକ୍ତଦାନ ଶିବିର । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ଦଳର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *