ହେଲ୍ଥ ଟିପ୍ସ ; ବେଲପତ୍ର କରିବ ସୁଗର କଣ୍ଟ୍ରୋଲ ..
1 min readଭୁବନେଶ୍ୱର : କଣ ଆଣମାନେ ଜାଣିଛନ୍ତି କି ବେଲପତ୍ର ବେଲପତ୍ର ଖାଇବା ଦ୍ୱାରା ଆମ ଦୈନନ୍ଦିନ ଜୀବନରେ ଅନେକ ରୋଗ ସମସ୍ୟାର ସମାଧାନ ହୋଇଥାଏ । ଯେପରି ବଦହଜମି,ଗ୍ୟାସ୍ ,ହୃତଘାତ,ହାଇ-କୋଲେଷ୍ଟ୍ରଲ ଇତ୍ୟାଦି । କିନ୍ତୁ ବେଲପତ୍ର ଖାଇବାଦ୍ୱାରା ମଧୁବେହ ବା ଡାଇବେଟିସ୍ ମଧ୍ୟ ଦୂର ହୋଇଥାଏ ବା ନିୟନ୍ତ୍ରଣରେ ରହିଥାଏ । ବେଲ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ପୁଷ୍ଟିକର ଉାଦାନରେ ଭରପୂର । ଏଥିରେ ଭିଟାମିନ ଏ ,ଭିଟାମିନ ସି ,ରିବୋଫ୍ଲୋବିନ,କ୍ୟାଲସିୟମ୍ ,ଫାଇବର,ପୋଟାସିୟମ,ଭିଲାମିନ୍ -ବି ଟୁଏଲଭ୍ ,ବି-ସିକ୍ସ,ଇତ୍ୟାଦି ଥାଏ ।
ଏହା କୋଷ୍ଠକାଠିନ୍ୟ ହଟାଇବା ସହ ବେଲପତ୍ର ବହୁ ଉଯୋଗୀ ମଧ୍ୟ । ଆପଣ ହାଲୁକା ଲୁଣ ସହ ଗୋଲ ମରିଚ ମିଶାଇ ଖାଇଲେ କୋଷ୍ଠ କାଠିନ୍ୟ ଦୂର ହେବ । ସେହି ପରି ବେଲପତ୍ର ହଜମ୍ ଶକ୍ତିକୁ ବଢାଇଥାଏ । ଏଥରେ ଲେକ୍ସେଟିଭ୍ ୍େରାର୍ଟିଜ୍ ରହିଥାଏ । ଯାହା ହଜମ୍ କରିବାରେ ସାହାର୍ଯ୍ୟ କରେ । ଯଦି ଆପଣଙ୍କର ଗ୍ୟାସ୍ , ହଜମ୍ ନହେବା ଭଳି ସମସ୍ୟା ଦେକାଦେଉଛି ।ତେବେ ଆପଣ ପ୍ରତ୍ୟକ ଦିନ ବେଲପତ୍ର ଚେ।।ଇବ ଖାଇବା ଦ୍ୱାରା ସୁଫଳ ଲାଭ କରିବେ ।
ଆଜିର ଜୀବନ ଶୈଳି ଖାଦ୍ୟ ଇତ୍ୟାଦିରେ ଲୋକମାନଙ୍କ ଫିଟ୍ ରହିବା ଅତ୍ୟାନ୍ତ କଷ୍ଟକର । କିନ୍ତୁ ଆଣ ଯଦି କିଛି ପ୍ରାକୃତିକ ଜିନିଷ ଦ୍ୱାରା ନିତିଦିନର ଛୋଟମୋଟ ଚିକିତ୍ସା କରିାରିବେ ତେବେ ଆଣଙ୍କ ଜୀବନଶୈଳି ଅତ୍ୟନ୍ତ ସହଜ ହୋଇଯିବ । ବେଲପତ୍ର ସେବନ କରିବା ଦ୍ୱାରା ମଧୁମେହ , ହୃଦଘାତ ଏବଂ କୋଲେଷ୍ଟ୍ରଲ ଭଳି ରୋଗ ଅନ୍ତର୍ଭୁକ୍ତ । ତେଣୁ ଆପଣ ପତ୍ର ଖାଇ ନିଶ୍ଚିତ ଭାବେ ଏଥିରୁ ଲାଭାଇପାରିବେ ।