Pratidin TV

Odisha's Digital News Platform

ରାଜ୍ୟକୁ ପୁଣି ପଶ୍ଚିମ ଝଡର ଭୟ : ୯ ଜିଲ୍ଲାକୁ ଜାରି ହେଲା ୟେଲୋ ୱାଣିଂ ..

1 min read

ଭୁବନେଶ୍ୱର : ପୁଣି ଥରେ ସକ୍ରିୟ ହେଲା ପଶ୍ଚିମ ଝଡ । ରାଜ୍ୟବାସୀଙ୍କୁ ଘାରିଲା ବର୍ଷାର ଭୟ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷିବା ନେଇ ସର୍ତକ କରାଇଲା ପାଣିପାଗ ବିଭାଗ । ଏନେଇ ୯ ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡା, ଗଜପତି,ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେଉଁଝର ଲୋକସବା ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପଡିପାରେ ପ୍ରଭାବ ।

ତେବେ ଆଗକୁ ଆହୁରୀ ୪ ଦିନ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି କେନ୍ଧୁଝର ,ମୟୁରଭଞ୍ଜ,ସୁନ୍ଦରଗଡ,କୋରାପୁଟ,ମାଲକାନାଗିରି ଓ ବାଲେଶ୍ୱର ଜିଲ୍ଲାରେ ଘଡିଘଡି ସହ କୂଆପଥର ବର୍ଷାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *