Pratidin TV

Odisha's Digital News Platform

୩୦ ପରେ ବଢିପାରେ ବର୍ଷା;ଓଡିଶାକୁ ବନ୍ୟା ଆଶଙ୍କା

1 min read

ଭୁଇନେଶ୍ୱର;ଦକ୍ଷିଣ ଛତଶଗଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ଧଜ୍ଞ ମେଘୁଆ ରହିବା ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହିଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷକରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାାର ପ୍ରଭାବ ସାମାନ୍ୟ ଅଧିକ ରହିବାର ଆକଳଣ କରାଯାଇଛି । ୩୦ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଛି । ବଙ୍ଗପସାଗରରେ ଏକ ଟ୍ରପଲାଇନ ସୃଷ୍ଟି ହୋଇପାରେ । ଏହା ସହିତ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ବର୍ଷା ପରିମାଣ ବଢାଇବ ।

Advertisement

Leave a Reply

Your email address will not be published. Required fields are marked *