Pratidin TV

Odisha's Digital News Platform

ଲଗାଣ ବର୍ଷାରେ ଭୁଷୁଡିଲା ଅସ୍ଥାୟୀ ପୋଲ

ଧର୍ମଗଡ : ଲଗାଣ ବର୍ଷା ଯୋଗଁ ଭୁଷୁଡି ପଡିଛି ପୋଲ । ଏନ୍‌ଏଚ୍ ୧୩୦ (ସି) ବଡବସୁଲ ଗାଁ ହାଲୁର ଯୋରରେ ଥିବା ପୋଲଟି ଆଜି ଭୁଷୁଡିପଡିଛି । ପୋଲିଟି ଭାଙ୍ଗିବା ଫଳରେ ଧର୍ମଗଡରୁ ଭବାନୀପାଟଣା ଯାତାୟତ ବିଛିନ୍ନ । ଏହା ଲୋକମାନଙ୍କ ନିମନ୍ତେ ଧର୍ମଗଡ ରୁ ନିମନ୍ତେ ଏକମାତ୍ରା ରାସ୍ତା ହୋଇଥିବାରୁ ଲୋକମାନଙ୍କ ଯାତାୟତ ସହ ତାଙ୍କ ନୀତିଦିନ ଜୀବନରେ ବାଧାସୃଷ୍ଟି ହୋଇଛି । ପୋଲିଟିର ଭାଙ୍ଗିବା ଦ୍ୱାରା ଗାଁଟି ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି

Leave a Reply

Your email address will not be published. Required fields are marked *