Pratidin TV

Odisha's Digital News Platform

ଏଥର ଟ୍ରାଫିକ୍‌ରୁ ପାଇବେ ମୁକ୍ତି : ସରକାରେ ଆଣିଲେ ଏପରି କିଛି ସୁବିଧା

କଣ ଆପଣ ଟ୍ରାଫିକ୍‌ରେ ଫଶିଯାଉଛନ୍ତି ? ଟ୍ରାଫିକ୍ ଫସି ବିଗିଡି ଯାଉଛି ଆପଣଙ୍କ କାମ ! ତେବେ ଜାଣନ୍ତୁ ଏହି ନୂଆ ସୁବିଧା ବିଷୟରେ , କେଉଁଠି ଏବଂ କେବେଠୁ ଲାଗୁ ହେବ ଏପରି ଏକ ଭିନ୍ନ ସୁବିଧା । ମାତ୍ର ୧୨ ମିନିଟ୍‌ରେ ଟ୍ରାଫିକ୍ ଜାମରୁ ବାହାରି ପହଞ୍ଚାଇବ ଆପଣଙ୍କୁ ଲକ୍ଷ୍ୟ ସ୍ଥାନରେ । ଚଳିତ ବର୍ଷ ୧୦ ଅକ୍ଟୋବରରୁ ଲାଗୁହେବ ଏହି ହେଲିକପ୍ଟର ଟ୍ରାଫିକ୍ ସୁବିଧା । ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏ ଏହି ସୁବିଧା ପାଇପାରିବେ ଲୋକମାନେ । ତେବେ ଟ୍ରାଫିକ୍‌ରୁ ବହାରିବା ପାଇଁ ଏଥର ସତରେ ହେଲିକପ୍ଟରରେ ଉଡିପାରିବେ ଯାତ୍ରୀମାନେ । ଏହି ସୁବିଧା ବିଷୟରେ ଅଧିକ ଜାଣିବା ପାଇଁ ଆମ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *