Pratidin TV

Odisha's Digital News Platform

ଧର୍ମଶାଳାରେ ହିମାଂଶୁ ସାହୁଙ୍କୁ ମାରିବା ଧମକ, ଭାଇରାଲ୍ ଅଜ୍ଞାତ BJP ନେତ୍ରୀଙ୍କ କଲ୍।

1 min read

ଧର୍ମଶାଳା ରାଜନୀତିର ମାହୋଲ ଏବେ ସରଗରମ । । କାରଣ ଧର୍ମଶାଳା ରାଜନୀତିରେ ହିମାଂଶୁଙ୍କୁ ଶେଖର ସାହୁ ମିଳିଲା ମାରିବା ଧମକ୍ । ଏବେ ଗୋଟେ ଅଡିଓକଲ୍ ଭାଇରାଲ ହେଉଛିରେ ଯେଉଁଥିରେ ଜଣେ ମହିଳା ନେତ୍ରୀ ଲିକୁ ସାହୁ (ହିମାଂଶୁ)ଙ୍କ କଳା ଚିଠା ଖୋଲିବାର କଥା କହୁଛନ୍ତି । ଆଉ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ କହିଛନ୍ତି ।

ପୂର୍ବରୁ ବିଜେପିି ହିଂମାଶୁଙ୍କୁ ଟିକେଟ୍ ଦେଇଥିବା ବେଳେ ବର୍ତ୍ତମାନ ସେହି ଟିକେଟ୍ ସମୃତିରେଖା ପହିଙ୍କୁ ଦିଆଯାଇଛି । ଏନେଇ ହିମାଂଶୁ ବର୍ତ୍ତମାନ ସ୍ୱାଧୀନରୁ ଲଢିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଅଡିଓ କଲ୍ ଭାଇରାଲ ହେଉଛି ।

Advertisement

Leave a Reply

Your email address will not be published. Required fields are marked *