Pratidin TV

Odisha's Digital News Platform

ରାଜଧାନୀ ପୁଣି ହିଟ ଏଣ୍ଡ ରନ ମାମଲା , ନନ୍ଦନକାନନ ରାସ୍ତାରେ ବାଇକ୍‌କୁ ୧୫ ମିନିଟ୍ ଘୋଷାଡିଲା କାର୍ ….

ଭୁବନେଶ୍ୱର ; ରାଜଧାନୀ ପୁଣି ହିଟ ଏଣ୍ଡ ରନ ମାମଲା । ନନ୍ଦନକାନନ ରାସ୍ତାରେ ବାଇକ୍‌କୁ ୧୫ ମିନିଟ୍ ଘୋଷାଡିଲା କାର୍ । ପଟିଆ ନନ୍ଦନକାନନ ରାସ୍ତାରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ରାଜରାସ୍ତା ଉପରେ ଏଭଳି ଦୃଶ୍ୟ ଦେଖି ଅନେକ ତାଯୁବ ହୋଇଯାଇଛନ୍ତି। କାର ଟି ଉତ୍ତରପ୍ରଦେଶ ରେଜିଷ୍ଟ୍ରେସନ ଥିବା ଜଣାପଡିଛି । କାର ଜଣେ ମଧ୍ୟମ ଧରଣ ବୟସ୍କ ବ୍ୟକ୍ତି ଚଳାଉଥିବା ଭିଡିଓରେ ନଜର ଆସିଥିଲା ।

Leave a Reply

Your email address will not be published. Required fields are marked *