ସାବଧାନ ଆପଣଙ୍କ ଭାବପ୍ରବଣତା ଶରୀର ଉପରେ ପକାଇଥାଏ ଏଭଳି ପ୍ରଭାବ …
1 min readଭୁବନେଶ୍ୱର ; ମଣିଷ ଭାପ୍ରବଣତା (ଇମୋସନାଲ) ହେବା ଏକ ସାଧାରଣ କଥା । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କଣ କ୍ଷତି ପକାଇଥାଏ ତାହା ଆପାଣମାନେ ଜାଣିଛନ୍ତି କି ? ଭାବପ୍ରବଣତା କହିଲେ ରାଗ,ଚିନ୍ତା,ବ୍ୟସ୍ତ,କାନ୍ଦ,ଭୟ ଓ ଦୁଃଖ ଇତ୍ୟାଦିକୁ ବୁଝାଏ । ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ କାରଣରୁ ଏସବୁର ସମ୍ମୁଖୀନ ହୋଇଥାଉ । ତେବେ ଏହା କିପରି ଆମ ଶରୀରକୁ ପ୍ରଭାବିତ କରିଥାଏ ଆଉ କଣ ସବୁ କ୍ଷତି କରିଥାଏ ତାହା ଜାଣିବା …..
ରାଗ/କ୍ରୋଧ- ମଣିଷ ରାଗିବା ବା କ୍ରୋଧ କରିବା ଦ୍ୱାରା ତା ଯକୃତ ଉପରେ ପ୍ରଭାବ ପଡିଥାଏ ।
ଦୁଃଖ– ଦୁଃଖ ବା ମାନସିକ ଦୁଃଶ୍ଚିନ୍ତା ଦ୍ୱାରା ମଣିଷର ଫୁସଫୁସ୍ ଉପରେ ଚାପ ପଡିଥାଏ ।
ଭୟ/ଡର- ଏହି କାରଣରୁ ମଣିଷର କିଡନୀ ର୍ଦୁବଳ ହୋଇଥାଏ ।
ଚିନ୍ତା – ଅତ୍ୟାଧିକ ଚିନ୍ତା ଦ୍ୱାରା ମଣିଷର ହୃତପିଣ୍ଡ ଓ ମସ୍ତିଷ୍କ ଦୁର୍ବଳ ହୋଇଯାଏ ।