Pratidin TV

Odisha's Digital News Platform

ସୀମା ପାର କଲା ମଣିଷର ବର୍ବରତା , ଖାଇବାରେ ବିଷ ମିଶେଇ ଦେଇଦେଲେ ୧୦ ଟି କୁକୁରଙ୍କୁ …..

1 min read

ଭୁବନେଶ୍ୱର ; ରାଜଧାନୀ ଭୁବନେଶ୍ୱରରେ ସୀମା ପାର କଲା ର୍ବବରତା । ମଣିଷ ଭୁଲିଗଲା ମାନବିକତା , କଣ ସତରେ ମଣିଷ ଏଭଳି ନିଷ୍ଠୁର ହୋଇପାରେ । ହଁ ସତରେ ମଣିଷ ବିଶ୍ୱାସ ଘାତକ । କାରଣ ନିକଟରେ ରାଜଧାନୀ ପାତ୍ରପଡାରେ ଯାହା ଘଟିଛି ତାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁକୁରବୋଲି ବିଶ୍ୱସ୍ତ ପଶୁକୁ ଖାଇବାରେ ବିଷ ଦେଇ ମାରିଦେଲା ମଣିଷ । ସେ ପୁଣି ୧ କକି ୨ ଟିନୁହେଁ ଦଶ ଦଶଟି କୁକୁର ମରିପଡିଛନ୍ତି ପାତ୍ରପଡ଼ା ସ୍ଥିତ କଳିଙ୍ଗନଗରରେ । ଯେଉଁ ପଶୁ ମଣିଷର ବିଶ୍ୱାସ ଜିତିବା ପାଇଁ ତା ଆଗ ପଛ ସବୁଠି ଘୁରି ବୁଲେ ଆଉ ତାର ପ୍ରତ୍ୟକ କଥାଟିକୁ ମାଲିକର ଆଦେଶ ମାନି ଚଳେ । ମଣିଷ ଉପରେ ବିପଦ ପଡିଲେ କୁକୁରଟିଏ ଯେଉଁଠି ଆଗେ ଦୈଡି ଆସେ ସେଠି ଆଜି ଏଭଳି ଘଟଣା ହୃଦୟ ବିଦାରକ ହୋଇଛି । ଘଟଣାଟି ସାର ରାଜ୍ୟରେ ଚହଳ ସୃଷ୍ଟି କରିଦେଇଛି ।

Advertisement

Leave a Reply

Your email address will not be published. Required fields are marked *