Pratidin TV

Odisha's Digital News Platform

(ଭିଡିଓ)ହ୍ୟୁମାନ ଶ୍ରୀୟା ପାରିବାରିକ ବିବାଦରେ ନୂଆ ମୋଡ : ସଫଳ ହେଲା ଆପୋଷ ବୁଝାବଣା , ରହିବେ ଏକାଠି

1 min read

କଟକ : ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ଆଜି ଆସିଛି ଟ୍ୱିଷ୍ଟ । ଆଜି ଦୁହେଁ ପତିପତ୍ନୀ ୨ୟ ପର୍ଯ୍ୟାୟରେ ମହିଳା ଥାନାରେ ପହଞ୍ଚିଥିଲେ । ଅନେକ କଳ୍ପନା ଜଳ୍ପନା ପରେ ଏବେ ସାମ୍ନାକୁ ଆସିଛି ଖୁସିଖବର । ଦୁହିଁଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହୋଇଛି । ବିବାହର ସାମାଧାନ ଓ ଆପୋଷ ବୁଝାମଣା ହୋଇଛି ବୋଲି ଗଣାମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ହ୍ୟୁମାନ ସାଗର ।

Advertisement

ଏଣିକି ଉଭୟ ପତିପତ୍ନୀ ସବୁ ପଛକଥା ଭୁଲି ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମା ସେଫାଳି । ଏହାକୁ ସ୍ପଷ୍ଟ କରି ଏସିପି ସୂଚନା ଦେଇଛନ୍ତି । ଆଉ ଅଳ୍ପ କିଛି ଦିନ ପରେ ଶ୍ରେୟା ହ୍ୟୁମାନଙ୍କ ଘରକୁ ଫେରିବେ ।
ତେବେ ଶ୍ରେୟା ମଧ୍ୟ ନିଜ ମନ୍ତବ୍ୟରେ କହିଛନ୍ତି । ଯେ ଯାହା ଭୁଲ ବୁଝାମଣା ଥିଲା ସମାଧାନ ହୋଇଛି । ‘ଏଣିକି ଆମେ ଦୁଇ ଜଣ ଏକାଠି ରହିବୁ ’ା

Leave a Reply

Your email address will not be published. Required fields are marked *