କଟକ : ଭଲ ପାଇବା ଆଗରେ ଶେଷରେ ହାରମାନିଲା ତିକ୍ତତା । ଜିତିଲା ହ୍ୟୁମାନ ଶ୍ରେୟାଙ୍କ ୮ ବର୍ଷର ସର୍ମ୍ପକ । ଏଣିକି ଏକାଠି ରହିବେ ପତିପତ୍ନୀ । ଆଜି ମହିଳା ଥାନାରୁ ବାହରି କିଛି ଏବଳି ପତିକ୍ରିୟା ରଖିôଥିଲେ ହ୍ୟୁମାନ । କହିଲେ ସବୁ ସମାଧାନ ହୋଇଗଲା । ମୁଁ ବୋହୁତ ଖୁସି । ଆମେ ଏକାଠି ହୋଇଗଲୁ । ବାକି ଏସିପି ..