Pratidin TV

Odisha's Digital News Platform

ଜଙ୍ଗଳରୁ ମିଳିଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ

1 min read

ଭୁବନେଶ୍ୱର : ଡଦାଳ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କପ୍ତିପଦା ଥାନା ମେଦାମ ଗାଁ ନିକଟ ଜଙ୍ଗଲରୁ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମୃତଦେହ ମିଳିଛି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ ୫ ଦିନ ପୁର୍ବରୁ ହିଁ ଦୁହେଁ ସ୍ୱାମୀ ସ୍ତ୍ରୀ ନିଖୋଜ ଥିଲେ । ତେବେ ଆଜି କିଛି ଗ୍ରାମବାସୀ ସକାଳ ସମୟରେ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ।

ସେଠାରେ ପହଞ୍ଚି ଛତୁ ତୋଳିବା ସମୟରେ ଜଙ୍ଗଲରେ ଉଭୟଙ୍କ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ମୃତ ଦେହକୁ ଶବ ବ୍ୟବିଚ୍ଚେଦ ନିମନ୍ତେ ପଠାଇ , ତଦନ୍ତ ଆରମ୍ଭ କରିଦେଛି । ତେବେ ଏହା ଆମ୍‌ôହତ୍ୟା କି ହତ୍ୟା ତାହା ଏଯାଏ ଜଣାପଡିନି ।

Advertisement

Leave a Reply

Your email address will not be published. Required fields are marked *