Pratidin TV

Odisha's Digital News Platform

ହିଟ୍ ହେବ ଆଇ ଲଭ୍ ୟୁ-୨ , ଅନୁଭବଙ୍କୁ ଚାଲେଞ୍ଜ ଦେଲେ ଟୁଟୁ ନାୟକ ।

1 min read

ଆଇ ଲଭ୍ ୟୁ -୨ କୁ ନେଇ ଲାଗିରହିଛି ବିବାଦ । କାହିଁକି ନା ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଏବଂ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ଦେଖି ଏହି ଅନୁମାନ କରାଯାଉଛି । ଫିଲ୍ମ କୁ ନେଇ କୋର୍ଟ ପ୍ରତିବଦ୍ଧକ ରାୟ ଲଗାଇଥିବା ବେଳେ ଆଜି ଏହା ଶୁଭ ମୁକ୍ତି କରିଛି । ଆଉ ଏହି ଫିଲ୍ମ କୁ ନେଇ କିନ୍ତୁ ବିବାଦ ଥମିନି । ବଡ ବଡ ଷ୍ଟାର ମାନେ ଟୁଟୁ ନାୟକଙ୍କୁ ବିରୁଦ୍ଧରେ ଟିପ୍ପଣୀ ରଖିଛନ୍ତି । କିନ୍ତୁ ଶେଷରେ ଟୁଟୁ ନାୟକ ମୁହଁ ଖୋଲି ଅନୁଭବଙ୍କୁ ଫେସ ଟୁ ଫେସ୍ କଥାବାର୍ତ୍ତା ହେବା ପାଇଁ କହିଛନ୍ତି । ଆଉ ଆଇ ଲଭ୍ ୟୁ ୨ କୁ ନେଇ ଏକ ବଡପ ଚ୍ୟାଲେଞ୍ଜ ଦେଇଛନ୍ତି ଟୁଟୁ ।

Leave a Reply

Your email address will not be published. Required fields are marked *