Pratidin TV

Odisha's Digital News Platform

ନବୀନ ପଟ୍ଟନାୟକଙ୍କୁ ଗର୍ବିତ କରାଇବି ; ମୋ ବାପାଙ୍କ ଆର୍ଶୀବାଦ୍ ମୋ ମୁଣ୍ଡରେ ଅଛି ….

1 min read

ମୋ ସ୍ୱର୍ଗତ ବାପା ନବ ଦାସଙ୍କ ଆର୍ଶୀବାଦ୍ ଅଛି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିଛି ଏବେ ମହିଳା ଓ ଯୁବଗୋଷ୍ଠି ପାଇଁ କାମ କରି ନବୀନ ବାବୁଙ୍କୁ ଗର୍ବିତ କରାଇଛି । ଝାରସୁଗୁଡା ବାସି ମୋ ସହ ଅଛନ୍ତି ବୋଲି କହିଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ୍ । ସାମ୍ନାରେ ଯେଉଁ ଦଳ ଆସୁ ବିଜେଡି ଛକା ଚୌକା ମ।ରି ଉଡାଇଦେବି ।

Advertisement

Leave a Reply

Your email address will not be published. Required fields are marked *