Pratidin TV

Odisha's Digital News Platform

କୁନି ପୁଅ ସହ ଅଫସ ସମ୍ଭାଳୁଛନ୍ତି IAS ମ୍ୟାଡାମ୍ , ଭାଇରାଲ ହେଲା ଭିଡିଓ .,

1 min read

କୁହନ୍ତି ଦୁହିତା ଦୁଇ କୂଳକୁ ହିତା । ହେଲେ ଆଜିର ନାରୀ ଦୁହିତା ଠାରୁ ବେସ୍ ଉପରେ ନିଜକୁ ପ୍ରମାଣ କରି ଦେଖାଇଛି । ସେ କେବଳ ଦୁଇ ପରିବାର କାହିଁକି ଦୁଇ ଏସବୁ ସମ୍ଭାଳିବା ସତେ ନିଜ କର୍ମମୟ ଜୀବନ ବା ପ୍ରଫେସେସନାଲ ଲାଇଫ୍‌କୁ କିଭଳି ସମ୍ଭାଳୁଛି ତାହା ଆମେ ନିକଟରେ ଏକ ଭିଡିଓରେ ଦେଖିବା ।

କର୍ମଜୀବୀ ମହିଳାମାନଙ୍କ ପାଇଁ ଘର କାର୍ଯ୍ୟ ସାଙ୍ଗକୁ ପିଲାମାନଙ୍କ ଦାୟିତ୍ୱ ଏକ ଚ୍ୟାଲେଞ୍ଜ। ଉଭୟକୁ ଏକ ସମୟରେ ପରିଚାଳନା କରିବା ଅଧିକାଂଶ ସମୟରେ କଷ୍ଟକର ହୋଇପଡ଼େ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ କର୍ମଜୀବୀ ମହିଳା ଘର ସାଙ୍ଗକୁ ଅଫିସ୍ କାର୍ଯ୍ୟ ପରିଚାଳନା କରିବାରେ ଅଭ୍ୟସ୍ତ ହୋଇଗଲେଣି। ଏହି ଅଭ୍ୟାସ ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ସେୟାର କରିଥିବା ଭିଡିଓ ବେଶ୍ ଭାଇରାଲ୍ ହେଉଛି।

Advertisement

Zନିକଟରେ ଓଡ଼ିଆ ଝିଅ ତଥା ତେଲାଙ୍ଗାନା କରିମନଗରର ଜିଲ୍ଲାପାଳ ପାମେଲା ଶତପଥୀ। ସେ କାର୍ଯ୍ୟଳୟରେ କାମ କରୁଥିବା ସମୟରେ ତାଙ୍କ ପୁଅ ଟେବୁଲ୍ ଉପରେ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଆଇଏଏସ ପାମେଲା ଲେଖିଛନ୍ତି, ଯେ ଗ୍ରୀଷ୍ଣ ଛୁଟି କାହା ପାଇଁ ଖୁସି ନେଇ ଆସେ କିନ୍ତୁ ଏହା ସେତେବେଳେ ଭୟଙ୍କର ହୋଇଥାଏ ଯେତେବେଳଳେ ତୁମେ ଜଣେ ମା ବନିଯାଓ ।

Leave a Reply

Your email address will not be published. Required fields are marked *