Pratidin TV

Odisha's Digital News Platform

(ଭିଡିଓ)’ସୌମ୍ୟ ମୋ ଜ୍ୱାଇଁ ସେ ଜେଲ ଗଲେ ମୁଁ ପ୍ରଥମେ ବେଲ କରିବି’ – କଂଗ୍ରେସ ବିଧାୟକ ସୁର ରାଉତରାୟ

1 min read

ଭୁବନେଶ୍ୱର ; ସୌମ୍ୟ ଜଣେ ଏଡିଟର ଆଉ ସବୁ ସୋସିଆଲ ୱାର୍କରେ ସାମିଲ ଅଛନ୍ତି । ସେ ଯଦି ସମୃକତ୍ ଘଟଣାରେ ଜେଲ ଯାଆନ୍ତି ତେବେ ମୁଁ ପ୍ରଥମେ ତାଙ୍କୁ ବେଲରେ ଆଣିବି । ସୌମ୍ୟ ମୋ ଜ୍ୱାଇଁ । ଆମଘରର ହାଲଚାଲରେ ସୌମ୍ୟଙ୍କ ପ୍ରଶ୍ନକୁ ନେଇ ଏସବୁ ଚକ୍ରାନ୍ତ ବୋଲି କହିରେ ସୁର ରାଉତ୍ ରାୟ । ସେ ଆଉ ମଧ୍ୟ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା । ତାଙ୍କ ସହ ଅନ୍ୟାୟ ହୋଇଛି । ଇନ୍ଧିରା ଗାନ୍ଧି ବି ଜେଲ ଯାଇଥିଲେ । ଯଦି ସୌମ୍ୟ ଜେଲ ଯାଆନ୍ତି ତେବେ ସେ ହିରୋ ବନିବେ ଆଉ ତାଙ୍କୁ ମୁଁ ଆଗ ଜେଲରୁ ବାହାର କରିବି ।

Advertisement

Leave a Reply

Your email address will not be published. Required fields are marked *