Pratidin TV

Odisha's Digital News Platform

IIC ଦୀନକୃଷ୍ଣ ମାଗନ୍ତି ଦାଦବଟି , ସେ ଯେଉଁ ଥାନାକୁ ଯାଆନ୍ତି ସେଠି CCTV କାମ କରେନି !

1 min read

ଭରତପୁର ଥାନା ଆଇଆଇସି ଦୀନକୃଷ୍ଣଙ୍କ ଅସଲି ମୁଖା ଧିରେ ଧିରେ ସାମ୍ନାକୁ ଆସୁଛି । ଭରତପୁର ଥାନାରେ ଗତ ୧୪ ସେପ୍ଟେମ୍ବର ରାତିରେ ମେଜର ଆଉ ତାଙ୍କ ବାନ୍ଧବୀଙ୍କ ସହ ଯାହା ହେଲା ତାହା ଖାକୀରେ ଦାଗ ଲଗାଇଦେଇଛି । କହିବାକୁ ଗଲେ କିଛି ପୋଲିସ ଅଧିକାରୀଙ୍କ କଳା କୁମର ଫିଟାଇଛି । ଆଉ ଏହି ଘଟଣାରେ ସାମିଲ ମୁଖ୍ୟ ଦୋଷୀ କୁହାଯଅଉଥିବା ଆଇଆଇସି ଦୀନକୃଷ୍ଣଙ୍କ କଳାକାରନାମାର ଗୁମର ଫିଟାଇଛନ୍ତି ଜଣେ ବ୍ୟବସାୟୀ । ଦୀନକୃଷ୍ଣ କିଭଳି ଲୋକଙ୍କୁ ଡରାଇ ଦାଦାବଟି ମାଗୁଥିଲେ ଆଉ ତାର ଭିଡିଓ ମଧ୍ୟ ଦେଇଥିଲେ ବ୍ୟବସାୟୀ । କିନ୍ତୁ ସେ ସମୟରେ କିଛି କାର୍ଯାନୁଷ୍ଟାବ ନିଆଯାଇନଥିଲା । ସେ ଯେଉଁ ଥାନାରେ ରହୁଥିଲେ ସେ ଥାନାରେ ସିସିଟିଭି କାମ କରେନି କାରଣ ଦୀନକୃଷ୍ଣ ହିଁ ଏସବୁ ମାଷ୍ଟର ମାଇଣ୍ଡ ….

Advertisement

Leave a Reply

Your email address will not be published. Required fields are marked *