Pratidin TV

Odisha's Digital News Platform

୨ ଦିନରେ ଜଣାପଡିବ ମେଣ୍ଟ ହେବ କି ନାହିଁ ! ଜାଣନ୍ତୁ କାହିଁକି ମେଣ୍ଟ ଅଟକାଇବାକୁ ଚେଷ୍ଟା କରିଛନ୍ତି ମନମୋହନ ?

1 min read

ଭୁବନେଶ୍ୱର ; ୨ ଦିନରେ ଜଣାପଡିବ ମେଣ୍ଟ ହେବ କି ନାହିଁ । ବର୍ତ୍ତମାନ ମେଣ୍ଟକୁ ନେଇ ବହୁ ପ୍ରକାର ଚକ୍ରାନ୍ତ ଚାଲିଛି । ଭିଡିଓ ଗୁଡିକୁ ଦୁଇ ପାର୍ଶିକ କରି ଜନତାଙ୍କ ସାମ୍ନାରେ ଦେଖାଯାଉଛି । ବିଜେପି କର୍ମୀଙ୍କ ଇମୋସନ୍ ପାଇଁ ମେଣ୍ଟ ଅଟକାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ।

Advertisement

Leave a Reply

Your email address will not be published. Required fields are marked *