Pratidin TV

Odisha's Digital News Platform

ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ ମୋଦି ଏବଂ ରାହୁଲଙ୍କ ବିଷୟରେ ଏପରି କିଛି ବୟାନ ଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

1 min read

ରାହୁଲଙ୍କ ତୁଳନାରେ ମୋଦୀ ଭଲ ବୋଲି କାଇଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ। ତେବେ ଏକ ଜଗନ ମୋହନ ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ଇଣ୍ଟେରଭେୟୁରେ ଏପରି ବୟାନ ଦେଇଥିଲେ |

ତେବେ ସୂଚନା ଅନୁସାରେ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ଟାଇମ୍ସନାଓ ସହ ଜଗନମୋହନ ରେଡ୍ଡୀଙ୍କ ଏକ ସାକ୍ଷାତ୍କାର ହୋଇଥିଲା | ଯେଉଁଥିରେ ତାଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ରାହୁଲ ଗାନ୍ଧୀ ଭଲ ପ୍ରଧାନମନ୍ତ୍ରୀ ହୋଇପାରିବେ କି ନାହିଁ ବୋଲି ପଚାରିଥିଲେ | ଏହି ପ୍ରଶ୍ନର ତୁଟତର ରଖି ରେଡ୍ଡୀ କହିଥିଲେ, ‘ଦଳିତ ସମସ୍ୟା ଏବଂ ଅନ୍ୟ କିଛି ବିଷୟକୁ ଛାଡ଼ିଦେଲେ ମୋଦୀ ରାହୁଲଙ୍କ ତୁଳନାରେ ଭଲ। ଏବଂ ରାହୁଲ ଅନ୍ୟମାନଙ୍କଠାରୁ ଭଲ ବୋଲି ମୁଁ କେବେ କହିପାରିବି ନାହିଁ।’

Advertisement

Leave a Reply

Your email address will not be published. Required fields are marked *