Pratidin TV

Odisha's Digital News Platform

ସପ୍ତମ ପର୍ଯ୍ୟାୟରେ ୬ ପ୍ରାର୍ଥୀଙ୍କ ନା ଘୋଷଣା କଲା ବିଜେଡି ,ପୁଣି କାକଟପୁରରୁ ଲଢିବେ ତୁଷାର କାନ୍ତି ……

1 min read

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ସପ୍ତମ ପର୍ଯ୍ୟାୟରେ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଉ ୬ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ତେବେ ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା। ସେହିଭଳି –

ହିନ୍ଦୋଳ -ମହେଶ ସାହୁ

Advertisement

ରଘୁନାଥପଲ୍ଲୀ – ଅର୍ଚ୍ଚନା ରେଖା ବେହେରା

ବାଲିକୁଦା/ ଏରସମା – ସାରଦା ପ୍ରସନ୍ନ ଜେନା

କାକଟପୁର – ତୁଷାର କାନ୍ତି ବେହେରା

ବାଙ୍ଗିରୀପୋଷୀ – ରଞ୍ଜିତା ମାରାଣ୍ଡି

ବରି – ବିଶ୍ଵ ରଞ୍ଜନ ମଲ୍ଲିକ

Leave a Reply

Your email address will not be published. Required fields are marked *