Pratidin TV

Odisha's Digital News Platform

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା,କମ୍ପିଲେ ତାରା ଉଠି ପଳାଇଲେ ବାଚସ୍ପତି ସୁରମା ପାଢ଼ୀ ।

1 min read

ପୁଣି ବିଧାନସଭାରେ ବିରୋଧୀଙ୍କୁ ହଙ୍ଗାମା । ବିଧାନସଭା ବଜେଟ ଅଧିବେଶନର ଆଜି ୨ୟ ଦିନ ହେଲେ ଆଜି ବି ହୁଲୁସ୍ଥୁଲୁ ଗୃହ । ଆଜିବି ଗୃହରେ ହୋ ହଲ୍ଲା ସହ ନାରାବାଜି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ବିଧାୟକମାନେ ନାରାବାଜି କରିବା ସହ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରିଥିଲେ ।

ସେହିପରି କଂଗ୍ରେସ ଜନଜାତି ସୁରକ୍ଷା ଓ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲା । ଯାହା ପରେ ବାଚସ୍ପତି ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *