Pratidin TV

Odisha's Digital News Platform

ଆଜି ନନ୍ଦନକାନନରେ ରୋପୱେର ଉଦଘାଟନ୍ ; କାଲିଠୁ ରୋପ ୱେରେ ମଜା ନେବେ ପର୍ଯ୍ୟଟକ

1 min read

ଭୁବନେଶ୍ୱର ; ଭୂବନେଶ୍ୱରରେ ରୋପୱେର ଏବେ ମଜା ନେବେ ଦର୍ଶକ । ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ।

ଶୁକ୍ରବାର ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ ରୋପ ୱେରେ ବସି ପର୍ଯ୍ୟଟକ ମଜା ନେଇପାରିବେ। ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ।

Advertisement

Leave a Reply

Your email address will not be published. Required fields are marked *