Pratidin TV

Odisha's Digital News Platform

ପୂର୍ବତ୍ତନ ବିଧାୟକ ସନାତନ ମହାକୁଡଙ୍କ ଘରେ IT ରେଡ୍ , ଏକାକାଳୀ ୧୦ ଟି ସ୍ଥାନରେ ଚାଲିଛି ଚଢାଉ ..

1 min read

ଭୁବନେଶ୍ୱର : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ (ଆଇଟି) ରେଡ । ଏକାକଳୀନ ଭୁବନେଶ୍ୱର ସମେତ ୧୦ ଟି ସ୍ଥାନରେ ଚାଲିଛି ରେଡ ।

ସୂଚନାଯୋଗ୍ୟ ଯେ ମହାକୁଡ଼ଙ୍କୁ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ରେ ରେଡ କରାଯାଇଛି । ଭୁବନେଶ୍ୱର ସହିଦନଗର ସହ କେନ୍ଦୁଝର , ଯୋଡା , ନମ୍ବିରା , ଉଚ୍ଚବାଲି ଇତ୍ୟାଦି ସ୍ଥାନରେ ୧୦ ଜଣିଆ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *