Pratidin TV

Odisha's Digital News Platform

ଭାରତର ତୁଫାନି ଆରମ୍ଭ…

1 min read


ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର ପ୍ରଥମ ସିରିଜ ଆରମ୍ଭ ହୋଇଯାଇଛି ।
ଏହି ମ୍ୟାଚରେ ଭାରତ ୨୭୭ ରନ ଲକ୍ଷରେ ରହିଛି ।
ଭାରତୀୟ ଦଳର ବ୍ୟାଟି ଆରମ୍ଭ ହୋଇଯାଇଛି ।
ଶୁଭମାନ ଗିଲ ଏବଂ ରିତୁରାଜ ଗାଇକ୍ୱାଡ କ୍ରେଜରେ ଅଛନ୍ତି ।
ପ୍ରଥମ ବ୍ୟାଟିରେ ହାର ନ ମାନି ୬.୧ ଓଭରରେ ୪୨ ସ୍କୋର କରିଛନ୍ତି
ବର୍ତ୍ତମାନ ଭାରତୀୟ ଦଳ ୫୦ ରନ ସଂଗ୍ରହ କରି ସାରିଲାଣି ।
ଶୁଭମାନ ଗିଲ ୩୦ ଏବଂ ରିତୁରାଜ ଗାଇକ୍ୱାଡ ୨୧ ରନରେ ଖେଳ ଜାରୀ ରହିଛି ।

ଭାରତୀୟ ଇନିଂସରେ ୧୩ ଓଭର ଖେଳ ଶେଷ ହୋଇଛି । ବିନା ହାରରେ ବର୍ତ୍ତମାନ ସ୍କୋର ୮୩ ରନ୍ ରହିଛି ।
ଶୁଭମାନ ଗିଲ ୪୨ ରନ୍ ଏବଂ ରିତୁରାଜ ଗାଇକ୍ୱାଡ ୩୯ ରନ ସଂଗ୍ରହ କରି ଖେଳ ଜାରୀ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *