Pratidin TV

Odisha's Digital News Platform

ସେନାରେ କାର୍ଯ୍ୟରତ ଥିବା କୁକୁରଙ୍କୁ ମିଳିଥାଏ ଏହି ସୁବିଧା

1 min read

ବିଶ୍ୱରେ ଅଧିକାଂଶ ସେନାବାହିନୀ କୁକୁରମାନଙ୍କୁ ଦେଖିଥିବେ | ଏମାନଙ୍କୁ ଡଗ ସ୍କ୍ୱାଡ ମଧ୍ୟ କୁହାଯାଏ | ତେବେ ସେନା କୁକୁରଙ୍କୁ ମିଳୁଛି ମୋଟା ଅଙ୍କର ଦରମା | ତେବେ କେତେ ଦରମା ପାଆନ୍ତି ସେନା କୁକୁର ଖାଲି ଦରମା ନୁହେଁ ଏମଂକମୁ ମିଳିଥାଏ ଅନେକ ସୁବିଧା | ଆଉ ଅବସର ପରେ କ’ଣ କରିଥାନ୍ତି ସେନାର କୁକୁର | ତେବେ ଭାରତୀୟ ସେନାର ବଡ ବଡ ଅପରେସନରେ ପ୍ରମୁଖ ଭୂମିକା ନେଇଥାନ୍ତି କୁକୁର |

ତେବେ ଶୁଣାଯାଉଛି ଭାରତରେ ୨୫ରୁ ଅଧିକ ଫୁଲ ଡଗୟୁନିଟ ରହିଛି | ଏବଂ ୨ଟି ହାଫ ୟୁନିଟ ମଧ୍ୟ ରହିଛି | ତେବେ ଫୁଲ ୟୁନିଟରେ ୨4ଟି କୁକୁର ରହିଥିବା ବେଳେ ୨ଟି ହାଫ ୟୁନିଟରେ ୧୨ଟି କୁକୁର ରହିଥାନ୍ତି | ତେବେ ସେମାନଙ୍କୁ କାମ ପାଇଁ ପାଉଣା ମିଳିଥାଏ | ଖାଲି ସେତିକି ନୁହେଁ ସେମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ମଧ୍ୟ ଥାଏ | ସେମାନେ ଅବସର ମଧ୍ୟ ନେଇଥାନ୍ତି | ଏହା ସହିତ ତାଙ୍କୁ ଅନ୍ୟ ସୁବିଧା ମଧ୍ୟ ମିଳିଥାଏ |

Advertisement

ସୂଚନା ମୁତାବକ ସେନାରେ ଥିବା କୁକୁରମାନେ କୌଣସି ଦରମା ପାଇନଥାନ୍ତି | କିନ୍ତୁ ସେମାନଙ୍କ ଖାଦ୍ୟ ଏବଂ ରଖାନବେକ୍ଷଣର ସମସ୍ତ ଦାୟିତ୍ୱ ସେନା ଉଠାଇଥାଏ | କେବଳ ଏତିକି ନୁହେଁ ସେନା ରେ ନିଯୁକ୍ତ କୁକୁର ତାର ହ୍ୟାଣ୍ଡଲର ନେଇଥାଏ | ସେମାନେ ସମସ୍ତ ପ୍ରକାର ଦାୟିତ୍ୱ ନେଇଥାନ୍ତି | ଏବଂ ସଇଁ ମାନେ ସେନା କୁକୁରଙ୍କୁ ଅପରେସନ ସମୟରେ ଭିନ୍ନ ଭିନ୍ନ କାମ କରାଇଥାନ୍ତି | ସାଧାରଣତଃ କୁକୁର ମାନେ ସେନାରେ ନିଯୁକ୍ତି ପରେ ୧0 ବର୍ଷରୁ ୧୨ ବର୍ଷ ପରେ ଅବସର ନେଇଥାନ୍ତି | ଏବଂ କେତେ ସେନା କୁକୁର କାର୍ଯ୍ୟରତ ସମୟରେ ମଧ୍ୟ ସହିଦ ହୋଇଥାନ୍ତି | ଏବଂ ସେମାନଙ୍କୁ ସମ୍ମାନର ସହ ସହିଦ ଦେଇଥାନ୍ତି ସୈନମାନେ |

Leave a Reply

Your email address will not be published. Required fields are marked *