Pratidin TV

Odisha's Digital News Platform

ଜୁନିଅର ଡାକ୍ତରଙ୍କ ପାଇଁ ଲଢିବେ ଇନ୍ଦିରା ଜୟସିଂ..

ଜୁନିଅର ଡାକ୍ତରଙ୍କ ସପକ୍ଷରେ କେଶ ଲଢ଼ିବେ ପ୍ରସିଦ୍ଧ ଆଇନଜୀବୀ ତଥା ସମାଜସେବୀ ଇନ୍ଦିରା ଜୟସିଂ ।ଜୁନିଅର ଡାକ୍ତର ଫୋରମ୍ (ଡବ୍ଲୁବିଜେଡିଏଫ୍) ତରଫରୁ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିବେ। କୋଲକାତା ମେଡିକାଲ କଲେଜରେ ଘଟିଥିବା ସେହି ନାରକୀୟ କାଣ୍ଡ ଘଟଣାରେ ରାଜ୍ୟର ଜୁନିୟର ଡାକ୍ତର ସଂଘ ପକ୍ଷରୁ ନ୍ୟାୟ ଦାବି ।

କରି ଆନ୍ଦୋଳନ କୁ ଓହ୍ଲାଇଥିଲେ ।  ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏବେ ସେହି ମାମଲାରେ ଜୁନିଅର ଡାକ୍ତରଙ୍କ ସପକ୍ଷ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିବେ ଇନ୍ଦିରା।ମଙ୍ଗଳାବାର ଦିନ ଏହି ମାମଲାରେ ଶୁଣାଣି ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଡବ୍ଲୁବିଜେଡିଏଫ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା ପ୍ରତିନିଧିତ୍ୱ କରୁଥିଲେ।

Leave a Reply

Your email address will not be published. Required fields are marked *