Pratidin TV

Odisha's Digital News Platform

କମିନ୍ସକୁ ପଛରେ ପକାଇ ମିଚେଲ ବନିଲେ ମହଙ୍ଗା ଖେଳାଳି , ୨୪.୭୫ କୋଟିରେ କିଣିଲା କେକେଆର …..

ନୂଆଦିଲ୍ଲୀ ; ଏଥର ଆଇପିଏଲରେ ଖେଲାଳିଙ୍କ ନିଲାମୀ ଭାଙ୍ଗିଛି ରେକର୍ଡ । ଆଇପିଏଲ୍ ଇତିହାସର ବର୍ତ୍ତମାନ ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ପୂର୍ବରୁ ଥିବା ପାଟ କମିନ୍ସଙ୍କୁ ପଛରେ ଛାଡିଲେ ମିଚେଲ୍ ।

ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାପରେ ମିଚେଲ୍ ଷ୍ଟାର୍କ ବର୍ତ୍ତମାନ ଆଇପିଏଲ ଇତିହାସରେ ନୂଆ ରେକର୍ଡ ଯୋଡିଦେଇଛନ୍ତି । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି ।

Leave a Reply

Your email address will not be published. Required fields are marked *