Pratidin TV

Odisha's Digital News Platform

କଟକ ନୂଆ DCP ଭାବେ ଦାଇତ୍ୱ ଗ୍ରହଣ କଲେ IPS ଜଗମୋହନ ମୀନା । ଲୋକଙ୍କୁ ଭଲ ବ୍ୟବହାର ପାଇଁ କଲେ ତାଗିଦ୍ ।

1 min read

କଟକର ନୂଆ DCP ଭାବେ ଦାଇତ୍ୱ ଗ୍ରହଣ କଲେ ୨୦୧୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଜଗମୋହନ ମୀନା । ଆଇପିଏସ୍ ପ୍ରକାଶ ଆୟରଙ୍କ ବଦଳିପରେ ଗତକାଲି ଜଗମୋହନ ମୀନାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଜଗମୋହନଙ୍କ କାନ୍ଧରେ ଏବେ ବଡ ଦାୟିତ୍ୱ । କାହିଁକି ନା ସିଲଭର ସିଟିରେ ଆଖି ପିଛୁଳାକେ ହୁଏ କ୍ରାଇମ୍ ଆଉ ଦେଖିବା ବାକି ରହିଲା ଏସବୁକୁ କିଭଳି ସମ୍ଭାଳୁଛନ୍ତି ନୂଆ ଡିସିପି ।

Advertisement

Leave a Reply

Your email address will not be published. Required fields are marked *