Pratidin TV

Odisha's Digital News Platform

ଆହାର ବନ୍ଦ୍ ହେଉ, ମାଗଣା ଖାଇବା ଲୋକଙ୍କୁ କୁଢ଼ିଆ କରିଦେଉଛି!

1 min read

ସରକାର ବଦଳିଛି କିନ୍ତୁୁ ଲୋକଙ୍କ ମନରେ ରହିଛି ଯୋଜନା ବଦଳିବାର ଭୟ । ଅନେକ ଲୋକ ଏହି ଯୋଜନା ବନ୍ଦ ହେବାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ କିଛି ନକରାତ୍ମକ ପ୍ରତିଜ୍ରିୟା ମଧ୍ୟ ଶୁଣିବାକୁ ମିଳିଛି । ଗରିବ ରୋଗୀ , ଦିନମଜୁରିଆ ଆଉ ମାଗିବଞ୍ଚୁଥିବା ମଣିଷ ପାଇଁ ଏହି ଆହାର ଅମୃତ ତୁଲ୍ୟ । ଯଦି ଏହି ଯୋଜନା ବନ୍ଦ ହୋଇଯାଏ ତେବେ ଅନେକ ଲୋକ ଭøାକ ଉପାଷରେ ଛଟପଟ ହେବେ । କିନ୍ତୁ ଏହାରି ଭିତରେ କିଛି ଏମିତି ପ୍ରତିକ୍ରିୟା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରେଇଦେବ । କାହିଁକି ନା ଜଣେ ବ୍ୟକ୍ତି ସେହି ଆହାର କେନ୍ଦ୍ରରେ ବସି ଆହାର ଖାଉଥିବା ସମୟରେ ହିଁ ସେହି ଯୋଜନାର ନିନ୍ଦା କରୁଥିବାର ନଜର ଆସିଛନ୍ତି । ତେବେ ସେ ଆହାର ଯୋଜନାକୁ କାହିକି ବନ୍ଦ କରିବାକୁ କହୁଛନ୍ତି ଯେତେବେଳେ ସେ ନିଜେ ହିଁ ତାକୁ ଖାଇ ଭୋଟ ମେଣ୍ଟାଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *