Pratidin TV

Odisha's Digital News Platform

(VIDEO)ଦେଶରେ ଚହଳ ପକାଇଛି କଶ୍ମୀର ଆତଙ୍କୀ ଇଶାନ୍ ବୁଖାରୀ , ଲାଗିଲା ଏସବୁ ଦଫା ….

1 min read

ଭୁବନେଶ୍ୱର ; ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । କେତେବେଳେ ନିଜକୁ ଡାକ୍ତର ତ ପୁଣି କେତେବେଳେ ନିଜକୁ ପିଏମଓ ଅଧିକାରୀର ପରିଚୟ ଦେଇ ଏସଟିଏଫ୍‌କୁ ଦୀର୍ଘ ୬ ବର୍ଷ ହେବ ଭୁଆଁ ବୁଲାଇଥିଲା । କିନ୍ତୁ ନିକଟରେ ଯାଜପୁର ଧର୍ମଶାଳରୁ ଧରାପଡିଛି ଏହି କୁଖ୍ୟାତ୍ ଆତଙ୍କୀ ଇଶାନ ବୁଖାରୀ । ନିଜକୁ ଡାକ୍ତର ପିଏମଓର ଅଧିକାରୀ ସଜାଇ , ଘଓଇର ବଡ଼ବଡ଼ ଅଫିସରଙ୍କ ଚିହ୍ନା କହି ଭୁଆଁ ବୁଲାଇ ଚାଲୁଥିଲେ ଓଡ଼ିଶାରୁ କାଶ୍ମୀର, ପଞ୍ଜାବରୁ ମହାରାଷ୍ଟ୍ର, କେରଳରୁ ୟୁପି । କାହାଠୁ ପୋଷ୍ଟିଂ ପାଇଁ ତ ଆଉ କାହାର ଟ୍ରାନ୍ସଫର ପାଇଁ ଲଗାଇଛି ଚୁନା । ବୁଖାରୀର ବାପା ବି କିଛି କମ୍ ନୁହଁ । ଯିଏ ନିଶା କାରବାରରେ ସଂପୃକ୍ତ ଥିଲା …..

Advertisement

Leave a Reply

Your email address will not be published. Required fields are marked *