Pratidin TV

Odisha's Digital News Platform

ମାଇନ୍ସ କମ୍ପାନୀରେ ବଡ଼ଧରଣର IT ରେଡ୍..

1 min read

ମାଇନ୍ସ କମ୍ପାନୀ ଏସ୍.ଏନ୍ ମହାନ୍ତି ଗ୍ରୁପରେ ବଡ଼ଧରଣର IT ରେଡ୍‌ । ଏହି କମ୍ପାନୀର ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡବିଲ, ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ରେଡ୍ କରାଯାଇଛି । ତେବେ ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଇ କରାଯାଇଥିବା ନେଇ ସୂଚନା ରହିଛି ।

ଏହି ଚଢ଼ାଉରେ ୬ଟି ଟିମ୍‌ ସାମିଲ ହୋଇଛନ୍ତି। ଆଜି ଭୋରରୁ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ନଗଦ ଟଙ୍କା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ରହିଛି।

Advertisement

Leave a Reply

Your email address will not be published. Required fields are marked *