Pratidin TV

Odisha's Digital News Platform

ମୋବାଇଲ ଟ୍ରଚ୍ ଜଳାଇ କରନ୍ତୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଲକ , ଦେଶବାସିଙ୍କୁ ଆହ୍ୱାନ ଦେଲେ ମୋଦୀ ।

ଆଜି ପବିତ୍ର ରାମ ନବମୀରେ ଅଯୋଧ୍ୟ ରାମ ମନ୍ଦିରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ପ୍ରଭୁ ରାମଙ୍କ ତିଲକ କରିଛନ୍ତି ସ୍ୱୟଂ ସୂର୍ଯ୍ୟଦେବ । ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଲା ଶ୍ରୀବିଗ୍ରହର ମସ୍ତକରେ ହୀରା ଭଳି ଝଲସି ଥିଲା । ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା। ଅନ୍ୟପଟେ ଆଜି ଆଶାମରେ ନିର୍ବାଚନର ଶେଷ ପ୍ରଚାରରେ ମୋଦୀ ଏହି ଅଲୌକିକ ଦୃଶ୍ୟର ବର୍ଣ୍ଣନା କରିଛନ୍ତି । ମୋଦୀ ନିଜ ଭାଷଣ ଜୟ ଶ୍ରୀ ରାମରୁ ଆରମ୍ଭ କରିଥିଲେ । ଆଉ ଆଜିର ଅଲୌକିକ ଦୃଶ୍ୟ ସହ ମୋଦୀ କହିଥିଲେ ଯେ ଆପଣମ।।ନେ ମଧ୍ୟ ନିଜ ମୋବାଇଲ ଲାଇଟ୍ ଜଳାଇ ଏହି ଅଲୌକିକ ଦୃଶ୍ୟ ସହ ଯୋଡି ହୋଇ ପାରିବେ….

Leave a Reply

Your email address will not be published. Required fields are marked *