ଆସନ୍ତାକାଲି ଜମ୍ମୁ-କାଶ୍ମୀର ନିର୍ବାଚନ; ୨୩ ଲକ୍ଷରୁ ଅଧିକ ଭୋଟର କରିବେ ମତ ସାବ୍ୟସ୍ତ
1 min readଜମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଛି | ଦୀର୍ଘ ୧୦ ବର୍ଷ ପରେ ହେଉଛି ବିଧାନସଭା ନିର୍ବାଚନ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ତୋଡ଼ାରେ ୨୫ ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨ ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ ନିର୍ବାଚନ ପାଇଁ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୩୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି |
ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟିର ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି। ଜାମୁ କାଶ୍ମୀର ନିର୍ବାଚନ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନେ ସ୍ଥାନେ ବ୍ଲକିଂ କରି ଗାଡିଗୁଡ଼ିକୁ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ। ସନ୍ଦିଗ୍ଧ ଲୋକଙ୍କୁ ମଧ୍ୟ ଅଟକାଇ ଛାନବିନ କରୁଛନ୍ତି। ନିର୍ବାଚନ ଲାଗି ବ୍ଯାପକ ଫୋର୍ସ ମୁତୟନ କରାଯାଇଛି।