Pratidin TV

Odisha's Digital News Platform

ଦୃତ ଗତି ସାଜିଲା ମହାବିପତ୍ତି ; ଭାରସାମ୍ୟ ହରାଇ ପୋଲ ଭିତରକୁ ପଶିଲା ଜନନୀ ଏକ୍ସପ୍ରେସ୍ ।

ବାଲେଶ୍ଵର ; ବାଲେଶ୍ଵର ଜିଲ୍ଲା ନୀଳଗିରି ଶେରଗଡ଼ ଝରଣାଘାଟି ରାଜ୍ୟ ରାଜପଥ ରାସ୍ତା ପାନବର୍ଜ ଠାରେ ପୋଲ ନିର୍ମାଣ ହୋଉଥିବା ବେଳେ ଘଟିଛି ଏଭଳି ଘଟଣା । ଦୃତ ଗତିରେ ଆସୁଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପୋଲ ଉପରେ ଝୁଲି ହୋଇ ରହିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳରୁ ଅମୁଲାନ୍ସ ଚାଳକ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ ରାଜବରହମପୁର କୁ ନୀଳଗିରି ରୁ ରୋଗୀ ଆଣିବା ପାଇଁ ଯାଉଥିବା ବେଳେ ଏମିତି ଏକ ଘଟଣା ଘଟିଛି । ଗାଡିଟି ଦ୍ରୁତ ଗତି ଥିବା ହେତୁ ଭାରସ୍ୟମ ହରାଇ ପୋଲ ଭିତରକୁ ପଶିଯାଇଥିଲା ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *