Pratidin TV

Odisha's Digital News Platform

କାହିଁକି ଆଣ୍ଠେଇ ଆଣ୍ଠେଇ ମନ୍ଦିର ଗଲେ ଜାହ୍ନବୀ ? କାରଣ କହିଲେ ଅଭିନେତ୍ରୀ ..

1 min read

ଆଣ୍ଠେଇ ଆଣ୍ଠେଇ ମନ୍ଦିର ଦର୍ଶନ କରିଛନ୍ତି ଶ୍ରୀଦେବୀଙ୍କ ତନୟା ଜାହ୍ନବୀ । ନିଜର ଜନ୍ମଦିନ ଅବସରରେ ତିରୁପତି ମନ୍ଦିର ଦର୍ଶନ କରିଥିଲେ । ଆଉ ଏହି ଅବସରରେ ଆଣ୍ଠେଇ ଆଣ୍ଠେଇ ମନ୍ଦିର ଦର୍ଶନ କରିଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭଆଇରଲ ହେଉଛି । ମନ୍ଦିର ଦର୍ଶନ ସମୟରେ ତାଙ୍କ ବୟଫ୍ରେଣ୍ଡ ଶିଖର ଏବଂ ଭଲ ବନ୍ଧୁ ଓରି ରହିଥିଲେ ।

ଓରି ପୁରା ଯାତ୍ରାରେ ବ୍ଲଗ କରିଥଲେ ଆଉ ସେହି ଭିଡିଓରେ ଜାହ୍ନବୀ ଆଣ୍ଠେଇ ଆଣ୍ଠେଇ ମନ୍ଦିରର ପାହଚ ଚଢୁଥିବା ଦେଖିବାକୁ ମିଳିଥିଲା । ତେବେ ଏପରି କରିବା ପଛରେ ଜାହ୍ନବୀ କହିଛନ୍ତି କାରଣ । ଏହି ପବିତ୍ର ମନ୍ଦିରକୁ ମୁଁ ଅନେକ ଥର ଆସି ସାରିିଛି । ପ୍ରଭୂ ତିରୁପତିଙ୍କ ପାଖରେ କରିଥିବା ମାନସିକ ପୁରଣ ପାଇଁ ମୁଁ ଏପରି ଆଣ୍ଠେଇ ଆଣ୍ଠେଇ ମନ୍ଦିର ପାହାଚ ଚଢିଥାଏ ବୋଲି କହିଛନ୍ତି ଜାହ୍ନବୀ ।

Advertisement

Leave a Reply

Your email address will not be published. Required fields are marked *