Pratidin TV

Odisha's Digital News Platform

ହସ୍ପିଟାଲ ରେ ଭର୍ତ୍ତି ହେଲେ ଜାହ୍ନବୀ କପୁର ..

1 min read

ହସ୍ପିଟାଲ ରେ ଭର୍ତ୍ତି ହେଲେ ଜାହ୍ନବୀ କପୁର । ଫୁଡ୍‌ ପଏଜନ ହେବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି  ।  ଦକ୍ଷିଣ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ତାଙ୍କୁ  ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଅଭିନେତ୍ରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । 

ଜାହ୍ନବୀ ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ବେଳେ ସେ ବିମାନବନ୍ଦରରେ କିଛି ଖାଇଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ବହୁତ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କ ଅସୁସ୍ଥତା ଏବଂ ଦୁର୍ବଳତା ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *