Pratidin TV

Odisha's Digital News Platform

ଜଟଣୀରେ ଶୁଭୁଛି ଶଙ୍ଖ ଧ୍ୱନି , ଆଗରେ ବିଜେଡି ୨ୟ ରେ କଂଗ୍ରେସ ।

1 min read

ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସହ ଜଟଣୀରେ ବାଜି ଜିତିଛି ବିଜେଡି । ଆଉ କଂଗ୍ରେସ ମଧ୍ୟ ପଛରେ ନାହିଁ । ହେଲେ ଭାଙ୍ଗିଛି ଅପରାଜିତାଙ୍କ ଦମ୍ଭ । ପ୍ରଥମ ସ୍ଥାନରେ BJD ଥିବା ବେଳେ ଦ୍ଵିତୀୟ ସ୍ଥାନରେ କଂଗ୍ରେସ ଓ ତୃତୀୟ ସ୍ଥାନରେ BJP ରହିଛି।

BJD -10697
BJP -6646
CONGRESS- 7246

Advertisement

Leave a Reply

Your email address will not be published. Required fields are marked *