Pratidin TV

Odisha's Digital News Platform

(ଭିଡିଓ)ଷ୍ଟେଜ୍ ଉପରେ ପୀୟୁଷ ତ୍ରୀପାଠୀଙ୍କୁ ଚେୟାର ମାଡ ! ହେଲେ କାହିଁକି ?

ଭୁବନେଶ୍ୱର : ଭାଇରାଲ ହେଉଛି ଖଣ୍ଡଗିରି ଯାତ୍ରାର କିଛି ଦୃଶ୍ୟ । ନିକଟରେ ଯାତ୍ରାକଳାକାର ପୀୟୁଷ ତ୍ରୀପାଠୀଙ୍କ ଉପରକୁ ଚେୟାର ମାଡ କରିଥିଲେ ଦର୍ଶକ । ତାସହ ଗାଳିଗୁଲଜ୍ ମଧ୍ୟ କରିଥିଲେ । ତେବେ ଏହାର ପ୍ରତିକ୍ରିୟା ରଖି କଳାକାର ପୀୟୁଷ କହିଛନ୍ତି ଯେ ଦର୍ଶକ ହେଉଛନ୍ତି ଭଗବାନ । ମୋ ଅଭିନୟ ତାଙ୍କୁ ସେତିକି ପ୍ରଭାବିତ କରିପାରିଛି ବୋଲି ସେମାନେ ମତେ ଏଭଳି ପରଷ୍ଟାର ଦେଇଛନ୍ତି । ତାହା ଚେୟାର ନୁହଁ ମୋ ପାଇଁ ପୁରଷ୍ଟାର । ମୋ ଅଭିନୟର ପୁରଷ୍କାର ।

Leave a Reply

Your email address will not be published. Required fields are marked *