Pratidin TV

Odisha's Digital News Platform

ଜୟା ପ୍ରଦାଙ୍କୁ ମିଳିଲା ଆଶ୍ୱସ୍ତି , କୋର୍ଟରୁ ହେଲେ ଦୋଷମୁକ୍ତ..

1 min read

ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ମିଳିଲା ଆଶ୍ୱସ୍ତି । ଅଭିନେତ୍ରୀଙ୍କୁ ଦୋଷ ମୁକ୍ତ କରିଛି କୋର୍ଟ।  ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା।

ଯାହା ଉପରେ ଏମପି ବିଧାୟକ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ଜୟପ୍ରଦା ଙ୍କ  ବିରୋଧରେ ହୋଇଥିବା ଅଭିଯୋଗ ସେ ଦୋଷୀ ଭାବରେ ପ୍ରମାଣିତ ହୋଇ ନ ଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ।  ସେ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଏବଂ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *