Pratidin TV

Odisha's Digital News Platform

ସ୍ୱାମୀ ଓ ସାଙ୍ଗ ସ୍ୱାଗତିକାର ଅନୈତିକ ସର୍ମ୍ପକ ସହିପାରିଲେନି ସାମ୍ବାଦିକା ମଧୁମିତା ।

ସର୍ମ୍ପକର ମାୟାଜାଲରେ ଛନ୍ଦି ହୋଇଯାଇଥିଲେ ସାମ୍ବାଦିକା ମଧୁମିତା । ସ୍ୱାମୀ ଆଉ ସାଙ୍ଗର ସମ୍ପକକୁ ସହିପାରିନଥିଲେ ମଧୁ । ଅଣନିଶ୍ୱାସ ହୋଇ ଶେଷରେ ହାରିଦେଲେ ଜୀବନ । ପ୍ରକୃତରେ ଆଜିର ଦୁନିଆରେ ଯେ ଗୋଟେ ନାରୀ ଆଉ ଜଣେ ନାରୀର ଶତ୍ରୁ ଆମେ ତାହା ଜାଣିଥିଲୁ । କିନ୍ତୁ ଜଣେ ସାଙ୍ଗ ହୋଇ କିଭଳି ମଧୁର ସୁନା ସଂସାରରେ ନିଆଲଗାଇଦେଲା ବାହାଘରକୁ ଆସିଥିବା ସ୍ୱାଗତିକା ତାହା ଉପରୁ ପରଦା ଉଠାଇଛନ୍ତି ମୃତ ମଧୁଙ୍କ ଭଉଣୀ ।

ଆଉ ଏନେଇ ମୃତକଙ୍କ ପରିବାର ଶ୍ରୀଧରଙ୍କ ସହ ୨ ଯୁବତୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ମଧୁଙ୍କ ସାଙ୍ଗ ସ୍ୱାଗତିକା ଆଉ ଝରଣା ନାମକ ମହିଳାଙ୍କ ସହ ସ୍ୱାମୀ ଶ୍ରୀଧରର ଅନୈତିକ ସମ୍ପର୍କ ଥିବା ଜାଣିନେଇଥିଲେ ମଧୁ । ଯାହା ପରେ ମଧୁର ସଂସାରରେ ଉଠିଥିବା ଝଡ ଶେଷରେ ମଧୁଙ୍କ ଜୀବନ ଦୀପ ଲିଭାଇଦେଇଥିଲା ।

Leave a Reply

Your email address will not be published. Required fields are marked *